ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେଡି ବିଧାୟକ, ପୋଡ଼ିୟମ ଉପରକୁ ଚଢ଼ି କଲେ…

  ଭୁବନେଶ୍ୱର,୨୩।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାରର ପ୍ରଥମ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଗୃହ ଆରମ୍ଭରୁ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ପୂର୍ବାହ୍ନ ୧୧ଟା ୩୦ ଯାଏ ବାଚସ୍ପତି ସୁରମା ପାଢ଼ୀ ଗୃହ ମୁଲତବୀ ରଖିଲେ। ଯାହା ପରେ ପୁଣି ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ପୁଅ ମାମଲାକୁ ନେଇ ବିଜେଡି, […] The post ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେଡି ବିଧାୟକ, ପୋଡ଼ିୟମ ଉପରକୁ ଚଢ଼ି କଲେ… appeared first on Dharitri Odia News.

ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେଡି ବିଧାୟକ, ପୋଡ଼ିୟମ ଉପରକୁ ଚଢ଼ି କଲେ…

 

ଭୁବନେଶ୍ୱର,୨୩।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାରର ପ୍ରଥମ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଗୃହ ଆରମ୍ଭରୁ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ପୂର୍ବାହ୍ନ ୧୧ଟା ୩୦ ଯାଏ ବାଚସ୍ପତି ସୁରମା ପାଢ଼ୀ ଗୃହ ମୁଲତବୀ ରଖିଲେ। ଯାହା ପରେ ପୁଣି ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ପୁଅ ମାମଲାକୁ ନେଇ ବିଜେଡି, କଂଗ୍ରେସ ହୋହଲ୍ଲା କରିଛନ୍ତି। ଏହି ସମୟରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ବିଜେଡି ବିଧାୟକ ଧ୍ରୁବ ସାହୁ ମାଇକ୍‌ ଭାଙ୍ଗିଦେଇଥିବା ସୂଚନା ମିଳିଛି।

The post ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେଡି ବିଧାୟକ, ପୋଡ଼ିୟମ ଉପରକୁ ଚଢ଼ି କଲେ… appeared first on Dharitri Odia News.