ବାଣ ଗୋଦାମରେ ଅଗ୍ନିକାଣ୍ଡ, ୮ ଗୁରୁତର
ଭଦ୍ରକ : ବାଣ ଗୋଦାମରେ ଲାଗିଛି ନିଆଁ । ଏହି ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିହ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବାରୁ ୮ ଜଣ ମହିଳା ଓ ଶିଶୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ […] The post ବାଣ ଗୋଦାମରେ ଅଗ୍ନିକାଣ୍ଡ, ୮ ଗୁରୁତର appeared first on KNews Odisha.

ଭଦ୍ରକ : ବାଣ ଗୋଦାମରେ ଲାଗିଛି ନିଆଁ । ଏହି ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିହ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ହୋଇଛି ।
ନିଆଁ ଲାଗିବାରୁ ୮ ଜଣ ମହିଳା ଓ ଶିଶୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି ।
Also read: ଗୁଜରାଟ : ଆତସବାଜି କାରଖାନାରେ ଅଗ୍ନିକାଣ୍ଡ, ୧୮ ମୃତ
The post ବାଣ ଗୋଦାମରେ ଅଗ୍ନିକାଣ୍ଡ, ୮ ଗୁରୁତର appeared first on KNews Odisha.