ବାଣ ବିସ୍ଫୋରଣରେ ଯୁବକ ଗୁରୁତର

କଳାବାଡିଆ : ବାଣ ବିସ୍ଫୋରଣରେ ଜଶେ ଯୁବକ ଗୁରୁତର ହୋଇଛି। ବାଙ୍ଗିରିପୋଷି ଥାନା ତାଳଟିକିରି ଗ୍ରାମର ୨୬ବର୍ଷର ଯୁବକ ପ୍ରଦୀପ ନାଏକ ବାଣ ବିସ୍ଫୋରଣରେ ଗୁରୁତର ହୋଇଛି। ଦୀପାବଳୀ ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ବାଣ ଯୁବକର ମୁହଁରେ ଫୁଟି ଯାଇଥିଲା। ଫଳରେ  ପ୍ରଦୀପଙ୍କ ଡାହାଣ ଆଖିରେ ଗଭୀର ଭାବେ ଆଘାତ ହୋଇଥିଲା ଏବଂ  ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ତେବେ ଗୁରୁତର ଯୁବକକୁ ପ୍ରଥମେ ବାଙ୍ଗିରିପୋଷି ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ […]

ବାଣ ବିସ୍ଫୋରଣରେ ଯୁବକ ଗୁରୁତର
କଳାବାଡିଆ : ବାଣ ବିସ୍ଫୋରଣରେ ଜଶେ ଯୁବକ ଗୁରୁତର ହୋଇଛି। ବାଙ୍ଗିରିପୋଷି ଥାନା ତାଳଟିକିରି ଗ୍ରାମର ୨୬ବର୍ଷର ଯୁବକ ପ୍ରଦୀପ ନାଏକ ବାଣ ବିସ୍ଫୋରଣରେ ଗୁରୁତର ହୋଇଛି। ଦୀପାବଳୀ ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ବାଣ ଯୁବକର ମୁହଁରେ ଫୁଟି ଯାଇଥିଲା। ଫଳରେ  ପ୍ରଦୀପଙ୍କ ଡାହାଣ ଆଖିରେ ଗଭୀର ଭାବେ ଆଘାତ ହୋଇଥିଲା ଏବଂ  ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ତେବେ ଗୁରୁତର ଯୁବକକୁ ପ୍ରଥମେ ବାଙ୍ଗିରିପୋଷି ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏବେସେ ବାରିପଦା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।