ବାଣୀବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା: OSRTC ବସ୍କୁ ଧକ୍କା ଦେଲା ଘରୋଇ ବସ୍, ଏକାଧିକ ଆହତ
ଭୁବନେଶ୍ୱର: ବାବାଣୀବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା। OSRTC ବସ୍କୁ ଧକ୍କା ଦେଇଛି ଘରୋଇ ବସ୍ । ଦୁଇଟି ବସ୍ର ଡ୍ରାଇଭର ସହ ଏକାଧିକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ ବ୍ରେକ୍ ଫେଲ ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।