ବାତ୍ୟା ଦାନା ପାଇଁ ପ୍ରସ୍ତୁତ ରାଜ୍ୟ ପୋଲିସ, ମୁତୟନ ଅଛନ୍ତି ୮୦ପ୍ଲାଟୁନ ପୋଲିସ ଫୋର୍ସ

ବାତ୍ୟା ଦାନା ପାଇଁ ପ୍ରସ୍ତୁତ ରାଜ୍ୟ ପୋଲିସ  ।  ମୁକାବିଲା ପାଇଁ ଉପକୂଳ ଅଞ୍ଚଳରେ ମୁତୟନ ଅଛନ୍ତି ୮୦ପ୍ଲାଟୁନ ପୋଲିସ ଫୋର୍ସ  ।  ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୮୨ଟି ଟିମ୍ ତୟାର ଅଛି। ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ପୋଲିସ ସହାୟତା କରୁଛି । ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷା ଦେଉଛି ପୋଲିସ ।  ମହିଳା ଓ ବୃଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ବାତ୍ୟା ସମୟରେ ଓ ପରେ ବିଦ୍ୟୁତ୍ ବିତରଣ କମ୍ପାନୀ,ଅଗ୍ନିଶମ […] The post ବାତ୍ୟା ଦାନା ପାଇଁ ପ୍ରସ୍ତୁତ ରାଜ୍ୟ ପୋଲିସ, ମୁତୟନ ଅଛନ୍ତି ୮୦ପ୍ଲାଟୁନ ପୋଲିସ ଫୋର୍ସ appeared first on KNews Odisha.

ବାତ୍ୟା ଦାନା ପାଇଁ ପ୍ରସ୍ତୁତ ରାଜ୍ୟ ପୋଲିସ, ମୁତୟନ ଅଛନ୍ତି ୮୦ପ୍ଲାଟୁନ ପୋଲିସ ଫୋର୍ସ
odisha police

ବାତ୍ୟା ଦାନା ପାଇଁ ପ୍ରସ୍ତୁତ ରାଜ୍ୟ ପୋଲିସ  ।  ମୁକାବିଲା ପାଇଁ ଉପକୂଳ ଅଞ୍ଚଳରେ ମୁତୟନ ଅଛନ୍ତି ୮୦ପ୍ଲାଟୁନ ପୋଲିସ ଫୋର୍ସ  ।  ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୮୨ଟି ଟିମ୍ ତୟାର ଅଛି। ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ପୋଲିସ ସହାୟତା କରୁଛି ।

ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷା ଦେଉଛି ପୋଲିସ ।  ମହିଳା ଓ ବୃଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ବାତ୍ୟା ସମୟରେ ଓ ପରେ ବିଦ୍ୟୁତ୍ ବିତରଣ କମ୍ପାନୀ,ଅଗ୍ନିଶମ ବିଭାଗ ସହ ମିଶି ପୋଲିସ କର୍ମଚାରୀ କାମ କରିବେ ।

The post ବାତ୍ୟା ଦାନା ପାଇଁ ପ୍ରସ୍ତୁତ ରାଜ୍ୟ ପୋଲିସ, ମୁତୟନ ଅଛନ୍ତି ୮୦ପ୍ଲାଟୁନ ପୋଲିସ ଫୋର୍ସ appeared first on KNews Odisha.