ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ନନ୍ଦନକାନନ ଅକ୍ଟୋବର ୨୪ ଓ ୨୫ ତାରିଖରେ ବନ୍ଦ ରହିବ । ବାତ୍ୟା ଦାନା ଯୋଗୁଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ବାତ୍ୟା ସମୟରେ ନନ୍ଦନକାନନରେ ରହିଥିବା ଜୀବଜନ୍ତୁଙ୍କ ଜୀବନର ସୁରକ୍ଷା ପାଇଁ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବ । ସେଥିପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଜୀବଜନ୍ତୁଙ୍କ ପାଇଁ ବିପୁଳ ମାତ୍ରାରେ ଖାଦ୍ୟଶସ୍ୟ ରଖା ହୋଇଛି । ଏନେଇ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ବୋଲି ପିସିସି ଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି […]

ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ନନ୍ଦନକାନନ
9 guests will come to Nandankanan

ଭୁବନେଶ୍ୱର: ନନ୍ଦନକାନନ ଅକ୍ଟୋବର ୨୪ ଓ ୨୫ ତାରିଖରେ ବନ୍ଦ ରହିବ । ବାତ୍ୟା ଦାନା ଯୋଗୁଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ବାତ୍ୟା ସମୟରେ ନନ୍ଦନକାନନରେ ରହିଥିବା ଜୀବଜନ୍ତୁଙ୍କ ଜୀବନର ସୁରକ୍ଷା ପାଇଁ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବ । ସେଥିପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଜୀବଜନ୍ତୁଙ୍କ ପାଇଁ ବିପୁଳ ମାତ୍ରାରେ ଖାଦ୍ୟଶସ୍ୟ ରଖା ହୋଇଛି । ଏନେଇ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ବୋଲି ପିସିସି ଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ।