ବାପା ଆଗରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ
କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ) ଟ୍ରକ ଧକ୍କାରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ। ବାପା ଆଗରେ ଚାଲିଗଲା ଶିଶୁର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ଥାନା ବଂଶପାଣି ନିକଟରେ। ବାପା ସହ ରାସ୍ତା ନିକଟରେ ଠିଆ ହୋଇଥିବା ବେଳେ ଶିଶୁଟିକୁ ଟ୍ରକ ପିଟିଦେଇଛି। ଯେଉଁଥିରେ ବ୍ୟକ୍ତିଜଣକ ଗୁରୁତର ହୋଇପଡିଥିବାବେଳେ ୫ବର୍ଷର ଶିଶୁର ମୃତ୍ୟୁ ହୋଇଛି। The post ବାପା ଆଗରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ appeared first on Dharitri Odia News.
କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ) ଟ୍ରକ ଧକ୍କାରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ। ବାପା ଆଗରେ ଚାଲିଗଲା ଶିଶୁର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ଥାନା ବଂଶପାଣି ନିକଟରେ। ବାପା ସହ ରାସ୍ତା ନିକଟରେ ଠିଆ ହୋଇଥିବା ବେଳେ ଶିଶୁଟିକୁ ଟ୍ରକ ପିଟିଦେଇଛି। ଯେଉଁଥିରେ ବ୍ୟକ୍ତିଜଣକ ଗୁରୁତର ହୋଇପଡିଥିବାବେଳେ ୫ବର୍ଷର ଶିଶୁର ମୃତ୍ୟୁ ହୋଇଛି।
The post ବାପା ଆଗରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ appeared first on Dharitri Odia News.