'ବାପା ଆସିଲେ ମୋ ଭୋଟ୍ ମାଇନସ ହେବ'
ବିଜେଡି ଲୋକସଭା ପ୍ରାର୍ଥୀ ତାଲିକାରେ ଭୁବନେଶ୍ବରରୁ ସାନ ଭାଇ ମନ୍ମଥ ରାଉତରାୟଙ୍କ ନାଁ ଘୋଷଣା ପରେ ସବୁ ଖୋଲି କହିଦେଲେ ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟ।
ବିଜେଡି ଲୋକସଭା ପ୍ରାର୍ଥୀ ତାଲିକାରେ ଭୁବନେଶ୍ବରରୁ ସାନ ଭାଇ ମନ୍ମଥ ରାଉତରାୟଙ୍କ ନାଁ ଘୋଷଣା ପରେ ସବୁ ଖୋଲି କହିଦେଲେ ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟ। ସିଧାସଳଖ କହିଲେ, 'ମୋ ପାଇଁ ବାପା ପ୍ରଚାର କଲେ ଭୋଟ ମାଇନସ ହେବ' । କଥା କଥାରେ କହିଲେ, 'ବବି ଦାସଙ୍କୁ ଉଡ଼ାଇଦେଲେ ଆଉ ମୋ ଭାଇକୁ ମୁର୍ଗା ବନାଇଦେଲେ'। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଆମ ସହ ଅଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ରୋକଠୋକ କହିଲେ, ଦ୍ରୁତରାଷ୍ଟ୍ରର ଉଦାହାରଣ ଦେଲେ।