ବାପା ଦିନ ମଜୁରିଆ, ପୁଅ କଲେ ରେକର୍ଡ

ପୁଅ ଯୁକ୍ତ ଦୁଇରେ ୯୫.୫ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଲକ୍‌ର ସନ୍ତୋଷ ଜେନା ନାମକ ଏହି ଛାତ୍ର ଏବେ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । 

ବାପା ଦିନ ମଜୁରିଆ, ପୁଅ କଲେ ରେକର୍ଡ
Array