ବାପାଙ୍କ ମୃତ୍ୟୁର ପ୍ରତିଶୋଧ କଥା ଶୁଣି ମୋ ପୁଅ ଖୁସି ହେବ

ବାପାଙ୍କ_ମୃତ୍ୟୁର_ପ୍ରତିଶୋଧ_କଥା_ଶୁଣି_ମୋ_ପୁଅ_ଖୁସି_ହେବ\' \'ସରକାର ଯାହାବି ପଦକ୍ଷେପ ନେଇଛନ୍ତି ସବୁବେଳେେ ସେମିତିି ପଦକ୍ଷେପ ନେଉଥାନ୍ତୁ। ପାକିସ୍ତାନୀ ଆତଙ୍କୀଙ୍କୁ ଏମିତି ଦୃଢ଼ ଜବାବ୍ ଦିଅନ୍ତୁ ଯେମିତି ସେମାନେ ସମୂଳେ ନିପାତ ହୋଇଯିବେ।ମୋ ପୁଅ ଏବେ ଶୋଇଛି.. ବାପାଙ୍କ ମୃତ୍ୟୁର ପ୍ରତିଶୋଧ କଥା ଶୁଣି ମୋ ପୁଅ ଖୁସି ହେବ।\' -ପ୍ରିୟଦର୍ଶିନୀ, ମୃତ ପ୍ରଶାନ୍ତଙ୍କ ପତ୍ନୀ

ବାପାଙ୍କ ମୃତ୍ୟୁର ପ୍ରତିଶୋଧ କଥା ଶୁଣି ମୋ ପୁଅ ଖୁସି ହେବ
Array