ବାପ୍‌ରେ କି ବଡ ଅଘଟଣ ! ଏମିତି ବାଣ ଫୁଟିଲା ଯେ ଢୋ ଢା ଶବ୍ଦ ସହ ୪ ଜଣଙ୍କ ଦେହରୁ ଉତୁରିଗଲା ଛାଲ ।

ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ଜାଲପୁର ଗାଁର ନଳିନୀ ପତିଙ୍କ ଘରେ ବାଣ ବିସ୍ପୋରଣ ହେବାରୁ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି,ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | Odisha Bhaskar is on