ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଖୁବଶୀଘ୍ର ଦେଶରେ ମୁସଲମାନ କରିବେ ଶାସନ

ବିଶ୍ୱ ପ୍ରସିଦ୍ଧ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ୨୦୨୫ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିସାରିଛନ୍ତି। କିନ୍ତୁ ନିକଟରେ ଏପରି ଏକ ଭବିଷ୍ୟବାଣୀ ହୋଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ତାଙ୍କ ଭବିଷ୍ୟବାଣୀ ଅନୁସାରେ ଖୁବଶୀଘ୍ର ଦେଶରେ ମୁସଲମାନ ଶାସନ କରିବାକୁ ଯାଉଛନ୍ତି। ବାବା ଭେଙ୍ଗା ଦାବି କରିଛନ୍ତି ଯେ ୨୦୪୩ ସୁଦ୍ଧା ୟୁରୋପର କିଛି ସହରରେ ମୁସଲିମ ଶାସନ ଆସିବ ଏବଂ ‘ନାରା-ଏ-ତାକ୍ରିବ’ ଭଳି ସ୍ଲୋଗାନ ସବୁଠି ପ୍ରତିଧ୍ୱନିତ ହେବ। ଭବିଷ୍ୟବାଣୀ ଅନୁସାରେ, ଇରାନର ମୁସଲିମ ଶାସକ […] The post ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଖୁବଶୀଘ୍ର ଦେଶରେ ମୁସଲମାନ କରିବେ ଶାସନ appeared first on Dharitri Odia News.

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଖୁବଶୀଘ୍ର ଦେଶରେ ମୁସଲମାନ କରିବେ ଶାସନ

ବିଶ୍ୱ ପ୍ରସିଦ୍ଧ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ୨୦୨୫ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିସାରିଛନ୍ତି। କିନ୍ତୁ ନିକଟରେ ଏପରି ଏକ ଭବିଷ୍ୟବାଣୀ ହୋଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ତାଙ୍କ ଭବିଷ୍ୟବାଣୀ ଅନୁସାରେ ଖୁବଶୀଘ୍ର ଦେଶରେ ମୁସଲମାନ ଶାସନ କରିବାକୁ ଯାଉଛନ୍ତି।

ବାବା ଭେଙ୍ଗା ଦାବି କରିଛନ୍ତି ଯେ ୨୦୪୩ ସୁଦ୍ଧା ୟୁରୋପର କିଛି ସହରରେ ମୁସଲିମ ଶାସନ ଆସିବ ଏବଂ ‘ନାରା-ଏ-ତାକ୍ରିବ’ ଭଳି ସ୍ଲୋଗାନ ସବୁଠି ପ୍ରତିଧ୍ୱନିତ ହେବ। ଭବିଷ୍ୟବାଣୀ ଅନୁସାରେ, ଇରାନର ମୁସଲିମ ଶାସକ ଆୟାତୋଲ୍ଲା ଖାମେନିଙ୍କ ଶାସନ ଜର୍ମାନୀର ୟୁରୋପୀୟ ସହରରୁ ଆରମ୍ଭ ହୋଇପାରେ। ବର୍ତ୍ତମାନ ସମଗ୍ର ଜର୍ମାନୀରେ ୫% ମୁସଲିମ ଜନସଂଖ୍ୟା ଅଛି। କିନ୍ତୁ ଧୀରେ ଧୀରେ ଏହା ନିରନ୍ତର ବୃଦ୍ଧି ପାଇପାରିବ। ଆମେରିକା ମଧ୍ୟ ତାଙ୍କୁ ରକ୍ଷା କରିପାରିବ ନାହିଁ। ଯେତେବେଳେ ଏହି ମୁସଲିମ ଶାସନ ସମଗ୍ର ଜର୍ମାନୀ ଉପରେ ନିଜର ପ୍ରାଧାନ୍ୟ ସ୍ଥାପନ କରିବ, ସେତେବେଳେ ପରିସ୍ଥିତି ଆହୁରି ଖରାପ ହୋଇପାରେ।

ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ ଏହା ମଧ୍ୟ କହିଥିଲେ ଯେ ଯେତେବେଳେ ଏହି ମୁସଲିମ ଶାସନ ଜର୍ମାନୀରେ ନିଜର ପ୍ରାଧାନ୍ୟ ସ୍ଥାପନ କରିବା ଆରମ୍ଭ କରିବ, ସେତେବେଳେ ଏକ ବଡ଼ ଯୁଦ୍ଧ ହେବ ଯେଉଁଥିରେ ଗୋଟିଏ ପଟେ ଆମେରିକା, ଫ୍ରାନ୍ସ, ବ୍ରିଟେନ, ଋଷିଆ, ଭାରତ ଭଳି ଦେଶ ରହିବେ ଏବଂ ଅନ୍ୟ ପଟେ ସମସ୍ତ ମୌଳବାଦୀ ମୁସଲିମ ଦେଶ ଏକତ୍ରିତ ହେବେ। ଏହି ଯୁଦ୍ଧରେ ହଜାର ହଜାର ଲୋକ ମରିପାରନ୍ତି। କିନ୍ତୁ ଶେଷରେ, ମୁସଲିମ ଦେଶଗୁଡ଼ିକ ଜିତିବେ, ଯାହା ଆଗାମୀ ସମୟରେ ବହୁତ ବିପଜ୍ଜନକ ହୋଇପାରେ।

The post ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଖୁବଶୀଘ୍ର ଦେଶରେ ମୁସଲମାନ କରିବେ ଶାସନ appeared first on Dharitri Odia News.