ବାବାରେ ବାବା ଏ କି ଦୁର୍ଘଟଣା...ଗୁଣ୍ଡ ହୋଇଗଲା ୩ଟି ଗାଡି ଛେତେରା ହୋଇଗଲା ୪ ଜଣଙ୍କ ମୁଣ୍ଡ...ରାସ୍ତା ସାରା ପଡିଛି...
କୋରାପୁଟ ଜିଲ୍ଲା ସୁନାବେଡା ସେମିଳିଗୁଡା ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଏକ ସଡ଼କ ଦୁର୍ଘଟଣା | ଦୁଇ କାର ଓ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଆବ ବେଳେ ୩ ଗୁରୁତର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି | O
କୋରାପୁଟ ଜିଲ୍ଲା ସୁନାବେଡା ସେମିଳିଗୁଡା ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଏକ ସଡ଼କ ଦୁର୍ଘଟଣା | ଦୁଇ କାର ଓ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଆବ ବେଳେ ୩ ଗୁରୁତର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି |
O