ବାବୁ ମୃତ୍ୟୁକୁ ବି ଭୟ ନାହିଁ : ଭୋକରେ ଖାଉଛୁ ଆମ୍ବ ଟାକୁଆ, ସରକାର ଅଧିକ ଚାଉଳ ଦେଲେ….
ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଅଭାବନୀୟ ଘଟଣା ଘଟିବା ପରେ ମଧ୍ୟ ଗ୍ରାମବାସୀ ଆମ୍ବ ଟାକୁଆ ଖାଇବା ଛାଡ଼ିନାହାନ୍ତି । ଭୋକ ପାଇଁ ଆମ୍ବ ଟାକୁଆ ଖାଇବା ପାଇଁ ବାଧ୍ୟ ହେଉଛୁ ବୋଲି ଗ୍ରାମର ମହିଳା ମାନେକହିଛନ୍ତି। ଉକ୍ତ ଗ୍ରାମର ଏକାଧିକ ଲୋକଙ୍କ ଅଭିଯୋଗ ସେମାନଙ୍କୁ ଏବେ ପର୍ଯ୍ୟନ୍ତ ପିଡିଏସ୍ ଚାଉଳ ମିଳିନାହିଁ ଫଳରେ ଯେତିକି ଚାଉଳ ପୂର୍ବରୁ ମିଳିଥିଲା ତାହା ଅନେକ ପରିବାର ଗହଳି ଯୋଗୁ […] The post ବାବୁ ମୃତ୍ୟୁକୁ ବି ଭୟ ନାହିଁ : ଭୋକରେ ଖାଉଛୁ ଆମ୍ବ ଟାକୁଆ, ସରକାର ଅଧିକ ଚାଉଳ ଦେଲେ…. appeared first on Dharitri Odia News.
ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଅଭାବନୀୟ ଘଟଣା ଘଟିବା ପରେ ମଧ୍ୟ ଗ୍ରାମବାସୀ ଆମ୍ବ ଟାକୁଆ ଖାଇବା ଛାଡ଼ିନାହାନ୍ତି । ଭୋକ ପାଇଁ ଆମ୍ବ ଟାକୁଆ ଖାଇବା ପାଇଁ ବାଧ୍ୟ ହେଉଛୁ ବୋଲି ଗ୍ରାମର ମହିଳା ମାନେକହିଛନ୍ତି। ଉକ୍ତ ଗ୍ରାମର ଏକାଧିକ ଲୋକଙ୍କ ଅଭିଯୋଗ ସେମାନଙ୍କୁ ଏବେ ପର୍ଯ୍ୟନ୍ତ ପିଡିଏସ୍ ଚାଉଳ ମିଳିନାହିଁ ଫଳରେ ଯେତିକି ଚାଉଳ ପୂର୍ବରୁ ମିଳିଥିଲା ତାହା ଅନେକ ପରିବାର ଗହଳି ଯୋଗୁ ଖାଇ ସାରିଦେଇଛୁ। ତେଣୁ ସରକାର ଅଧିକା ଚାଉଳ ପ୍ରଦାନ କରିବା ସହ ପ୍ରତିମାସରେ ମିଳି ନ ଥିବା ଚାଉଳ ଦିଅନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି ।
The post ବାବୁ ମୃତ୍ୟୁକୁ ବି ଭୟ ନାହିଁ : ଭୋକରେ ଖାଉଛୁ ଆମ୍ବ ଟାକୁଆ, ସରକାର ଅଧିକ ଚାଉଳ ଦେଲେ…. appeared first on Dharitri Odia News.