ବାରବାଟୀରେ ଇଂଲଣ୍ଡ ଟିମ୍‌କୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ । ସିରିଜ୍‌ରେ ୨-୦ରେ ଆଗୁଆ ଭାରତ ।

କନକ ବ୍ୟୁରୋ :  ବାରବାଟୀରେ ଇଂଲଣ୍ଡ ଟିମ୍‌କୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ । ସିରିଜ୍‌ରେ ୨-୦ରେ ଆଗୁଆ ଭାରତ । ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାଜିତ କରିଛି ଭାରତ । ବାରବାଟୀରେ ଧୂଆଁଧାର ପାଳି ଖେଳି ଶତକ ହାସଲ କରିଛନ୍ତି  କ୍ୟାପ୍‌ଟେନ୍‌ ରୋହିତ ଶର୍ମା । ସେ ୯୦ ବଲ୍‌ ଖେଳି ୧୧୯ ରନ୍‌ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ ୬୦ ରନ୍‌ କରିଥିବା ବେଳେ ଆୟର ୪୪ ରନ୍‌ କରିଥିଲେ । ଅକ୍ଷର ପଟେଲ ମଧ୍ୟ ବହୁମୂଲ୍ୟ 