ବାଲୁକା କଳା ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକ୍ରମ
ଗୋପାଳପୁର: ଗୋପାଳପୁର ବେଳାଭୂମିରେ ନିର୍ବାଚନକୁ ନଜରରେ ରଖି ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଏନଏସି ପକ୍ଷରୁ ବାଲୁକା କଳା ଓ ସେଲ୍ଫି ପଏଣ୍ଟ ମାଧ୍ୟମରେ ମେ ୧୩ରେ ହେବାକୁ ଥିବା ନିର୍ବାଚନରେ ମୁଁ ମୋର ଭୋଟ ପ୍ରଦାନ କରିବା ସହ ମତ ଦାନ ମୋର ଅଧିକାର ବୋଲି ଶପଥ କରାଇ ଲୋକଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଗୋପାଳପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ସମେତ […]

ଗୋପାଳପୁର: ଗୋପାଳପୁର ବେଳାଭୂମିରେ ନିର୍ବାଚନକୁ ନଜରରେ ରଖି ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଏନଏସି ପକ୍ଷରୁ ବାଲୁକା କଳା ଓ ସେଲ୍ଫି ପଏଣ୍ଟ ମାଧ୍ୟମରେ ମେ ୧୩ରେ ହେବାକୁ ଥିବା ନିର୍ବାଚନରେ ମୁଁ ମୋର ଭୋଟ ପ୍ରଦାନ କରିବା ସହ ମତ ଦାନ ମୋର ଅଧିକାର ବୋଲି ଶପଥ କରାଇ ଲୋକଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଗୋପାଳପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ସମେତ ଏନଏସି କର୍ମଚାରୀ ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ସଚେତନ କରାଇଥିଲେ।