ବାଲୁକା କଳାରେ ଓଡ଼ିଆ ନବ ବର୍ଷ
#ବାଲୁକା_କଳାରେ_ଓଡ଼ିଆ_ନବ_ବର୍ଷ ବାଲୁକା କଳାରେ ଓଡ଼ିଆ ନବ ବର୍ଷ ଏବଂ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ଅଜୟ କୁମାର ଘୋଷ। ବାଲୁକା କଳାରେ ସଂକ୍ରାନ୍ତି ପୁରୁଷ ବ୍ୟାସ କବି ଫକୀର ମୋହନ ସେନାପତି, ବସୁନ୍ଧରା ମାଆ, ତୁଳସୀ ଚୌରା, ମାଟି କଳସୀକୁ ଅପରୂପ ସ୍ଥାନିତ କରିଛି।