ବାଲୁକା କଳାରେ ପ୍ରଭୁ ଗଜାନନ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା ଚିତ୍ରକଳା

ପୁରୀ : ବାଲୁକା କଳାରେ ପ୍ରଭୁ ଗଜାନନ । ଆସନ୍ତାକାଲି ଗଣେଶ ପୂଜା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପୁରୀ ନୀଳାଦ୍ରି ବିଚରେ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି ।  ସବୁଠୁ ଆକର୍ଷଣୀୟ କଥା ହେଉଛି ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ର କଳା ବିଭିନ୍ନ ଫଳ ଦ୍ୱାରା ସଜା ଯାଇଛି । ପ୍ରଭୁ ଗଣେଶଙ୍କ ମୁକୁଟରେ ବିଭିନ୍ନ ପ୍ରକାରର ଫଳ ସୁନ୍ଦର […] The post ବାଲୁକା କଳାରେ ପ୍ରଭୁ ଗଜାନନ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା ଚିତ୍ରକଳା appeared first on KNews Odisha.

ବାଲୁକା କଳାରେ ପ୍ରଭୁ ଗଜାନନ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା ଚିତ୍ରକଳା
ganesh puri2

ପୁରୀ : ବାଲୁକା କଳାରେ ପ୍ରଭୁ ଗଜାନନ । ଆସନ୍ତାକାଲି ଗଣେଶ ପୂଜା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପୁରୀ ନୀଳାଦ୍ରି ବିଚରେ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି ।  ସବୁଠୁ ଆକର୍ଷଣୀୟ କଥା ହେଉଛି ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ର କଳା ବିଭିନ୍ନ ଫଳ ଦ୍ୱାରା ସଜା ଯାଇଛି । ପ୍ରଭୁ ଗଣେଶଙ୍କ ମୁକୁଟରେ ବିଭିନ୍ନ ପ୍ରକାରର ଫଳ ସୁନ୍ଦର ଭାବେ ସଜ୍ଜା ଯାଇଛି ।  ବାଲୁକା କଳାରେ୨୦ ପ୍ରକାରର ଫଳକୁ ବ୍ୟବହାର କରି ସୁନ୍ଦର ଗଜାନନଙ୍କ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏହି ସୁନ୍ଦର କଳାକୃତିକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।

The post ବାଲୁକା କଳାରେ ପ୍ରଭୁ ଗଜାନନ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା ଚିତ୍ରକଳା appeared first on KNews Odisha.