ବାହା ହେବାକୁ ମନା କରି ସନ୍ନ୍ୟାସ ହୋଇଯିବାରୁ ଜିଦ୍ କଲା ପୁଅ.. ସହି ନପାରି ଆରପାରିକୁ ଚାଲିଗଲେ ବାପା ମା
ଦିଗପହଣ୍ଡି ବିତୁରୁବୁଡ଼ି ପଂଚାୟତ ଲକ୍ଷ୍ମୀ ନାରାୟଣ ପୁରରେ ଅଭାବନୀୟ ଘଟଣା । ପୁଅକୁ ବିବାହ ପାଇଁ କହୁଥିଲେ କିନ୍ତୁ ପୁଅ ଯୋଗୀ ଦୀକ୍ଷା ଗ୍ରହଣ ପରେ ବାପା ମାଆ ଜୀବନ ହାରିଲେ। ଖବର ପାଇ ମେଡ଼ିକାଲରେ ପୁଅ ପହଞ୍ଚିଥିବା ବେଳେ ପୋଲିସ ତଦନ୍ତ ଆରମ୍