ବାହାଘର ଭୋଜିରେ ଫୁଟିଲା ଗୁଳି, ଗୁଳି ଫୁଟାଇ ଖୁସି ମନାଇଲେ ଯୁବକ
ଅନୁଗୁଳ : ବାହାଘର ଭୋଜିରେ ଗୁଳି ଫୁଟିଲା | ବାହାଘର ଭୋଜିରେ ଏତେ ଉତ୍ସାହିତ ହେଲେ ଯେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଖୁସି ମନାଇଲେ ତାଳଚେରର ରାଜେଶ ଦାସ | ଅନୁଗୁଳ ଜିଲ୍ଲା ତାଳଚେରର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ଦେଖିବାକୁ ମିଳିଛି। ପୂର୍ବରୁ ତାଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା । The post ବାହାଘର ଭୋଜିରେ ଫୁଟିଲା ଗୁଳି, ଗୁଳି ଫୁଟାଇ ଖୁସି ମନାଇଲେ ଯୁବକ appeared first on KNews Odisha.

ଅନୁଗୁଳ : ବାହାଘର ଭୋଜିରେ ଗୁଳି ଫୁଟିଲା | ବାହାଘର ଭୋଜିରେ ଏତେ ଉତ୍ସାହିତ ହେଲେ ଯେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଖୁସି ମନାଇଲେ ତାଳଚେରର ରାଜେଶ ଦାସ | ଅନୁଗୁଳ ଜିଲ୍ଲା ତାଳଚେରର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ଦେଖିବାକୁ ମିଳିଛି। ପୂର୍ବରୁ ତାଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା ।
The post ବାହାଘର ଭୋଜିରେ ଫୁଟିଲା ଗୁଳି, ଗୁଳି ଫୁଟାଇ ଖୁସି ମନାଇଲେ ଯୁବକ appeared first on KNews Odisha.