ବାହାରିଲା ସିବିଏସସି ପରୀକ୍ଷା ଫଳ । ପ୍ରକାଶ ବିଦ୍ୟାଳୟର ଅପୂର୍ବ ସଫଳତା ।
କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ସିବିଏସସି ପରୀକ୍ଷା ଫଳରେ ୯୭ ପ୍ରତିଶତ ମାର୍କ ରଖି ସାଇ ରାମ ପତି ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟରେ ଅକ୍ଷୟ ମହାରଣା ୯୬ ପ୍ରତିଶତ ମାର୍କ ରହିଥିବା ବେଳେ ତୃତୀୟ ସ୍ଥାନରେ ଶ୍ରଦ୍ଧା ପଟ୍ଟନାୟକ ଏବଂ ଶ୍ରୀଲେଖା ପାତ୍ର ୯୪ ପ୍ରତିଶତ ମାର୍କ ରହିଛନ୍ତି । ସେହିପରି ସିବିଏସସି ଦ୍ଵାଦଶ ପରୀକ୍ଷାରେ ବିଜ୍ଞାନରେ ହର୍ଷ ତୟାଲ ୯୨ ପ୍ରତିଶତ ଏବଂ ଗୌରୀ ନିଶଙ୍କ ୮୧ ପ୍ରତିଶତ ମାର୍କ ରଖି ବାଣିଜ୍ୟରେ […] The post ବାହାରିଲା ସିବିଏସସି ପରୀକ୍ଷା ଫଳ । ପ୍ରକାଶ ବିଦ୍ୟାଳୟର ଅପୂର୍ବ ସଫଳତା । first appeared on Kanak News.

କନକ ବ୍ୟୁରୋ: ସଦ୍ୟ ପ୍ରକାଶିତ ସିବିଏସସି ପରୀକ୍ଷା ଫଳରେ ୯୭ ପ୍ରତିଶତ ମାର୍କ ରଖି ସାଇ ରାମ ପତି ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟରେ ଅକ୍ଷୟ ମହାରଣା ୯୬ ପ୍ରତିଶତ ମାର୍କ ରହିଥିବା ବେଳେ ତୃତୀୟ ସ୍ଥାନରେ ଶ୍ରଦ୍ଧା ପଟ୍ଟନାୟକ ଏବଂ ଶ୍ରୀଲେଖା ପାତ୍ର ୯୪ ପ୍ରତିଶତ ମାର୍କ ରହିଛନ୍ତି ।
ସେହିପରି ସିବିଏସସି ଦ୍ଵାଦଶ ପରୀକ୍ଷାରେ ବିଜ୍ଞାନରେ ହର୍ଷ ତୟାଲ ୯୨ ପ୍ରତିଶତ ଏବଂ ଗୌରୀ ନିଶଙ୍କ ୮୧ ପ୍ରତିଶତ ମାର୍କ ରଖି ବାଣିଜ୍ୟରେ ଟପ୍ପର ହୋଇଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସଫଳତା ହାସଲ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ନିଶଙ୍କ ଏବଂ ଅଧ୍ୟକ୍ଷ ଏ. ଦିଲ୍ଲୀପ କୁମାର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
The post ବାହାରିଲା ସିବିଏସସି ପରୀକ୍ଷା ଫଳ । ପ୍ରକାଶ ବିଦ୍ୟାଳୟର ଅପୂର୍ବ ସଫଳତା । first appeared on Kanak News.