ବିଏସଏଫ ଯବାନଙ୍କୁ ଛାଡୁନି ପାକିସ୍ତାନ... କାନ୍ଦୁଛନ୍ତି ଗର୍ଭବତୀ ପତ୍ନୀ ଓ ୮ ବର୍ଷର ପୁଅ...

ପହଲଗାମ୍ ଆକ୍ରମଣର ଠିକ୍ ପରଦିନ ଭାରତର ଜଣେ ବିଏସଏଫ ଯବାନଙ୍କୁ ଉଠାଇ ନେଇଥିଲା ପାକିସ୍ତାନୀ ରେଞ୍ଜର୍ସ । ଏହି ଘଟଣା ଗୋଟିଏ ଦିନ ପରେ ଜଣାପଡିଥିଲା । ଏପ୍ରିଲ ୨୪ ତାରିଖରେ ଖବର ସାମ୍ନାକୁ ଆସିଥିଲା ଯେ ଜଣେ ବିଏସଏଫ ଯବାନ ଭୁଲ ବଶତଃ ସୀମା ପାର