ବିଜୁ ଜନତା ଦଳ ନିଜର ଅସଜଡ଼ା ଘରକୁ ଯେତେ ସଜାଡିଲେ ବି ଅଡୁଆ ସେତେ ବଢୁଛି

ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ଭବାନୀପାଟଣା ମ୍ୟୁନସିପାଲିଟି ଚେୟାରପର୍ସନ ପଦ ହରାଇଥିବା ବେଳେ ପୁରୀ ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନସ୍ଥା ପ୍ରସ୍ତାବ । 

ବିଜୁ ଜନତା ଦଳ ନିଜର ଅସଜଡ଼ା ଘରକୁ ଯେତେ ସଜାଡିଲେ ବି ଅଡୁଆ ସେତେ ବଢୁଛି

ବିଜୁ ଜନତା ଦଳ ନିଜର ଅସଜଡ଼ା ଘରକୁ ଯେତେ ସଜାଡିଲେ ବି ଅଡୁଆ ସେତେ ବଢୁଛି । ଯୁବ ଛାତ୍ରଙ୍କଠୁ ଆରମ୍ଭ କରି ବରିଷ୍ଠଙ୍କୁ ସଙ୍ଗଠିତ କରିବାକୁ ଦଳ ପ୍ରୟାସ କରୁଛି । ସେପଟେ କିନ୍ତୁ ଗୋଷ୍ଠୀ କନ୍ଦଳ ବଢି ବଢି ଚାଲିଛି । ଆଉ ଏହାର ଫଳ ଦେଖିବାକୁ ମିଳୁଛି ବିଭିନ୍ନ ପୌର ସଂସ୍ଥାରେ । ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ଭବାନୀପାଟଣା ମ୍ୟୁନସିପାଲିଟି ଚେୟାରପର୍ସନ ପଦ ହରାଇଥିବା ବେଳେ ପୁରୀ ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନସ୍ଥା ପ୍ରସ୍ତାବ ।