ବିଜୁ ଜନତା ଦଳର କୋର୍ଡିନେଟର ମନୋନୀତ

ଖଡ଼ିଆଳ : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଜନତା ଦଳର କୋର୍ଡିନେଟର ମନୋନୀତ କରାଯାଉଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଭିଷେକ ଜଗତଙ୍କୁ ନୂତନ ରୂପେ ସମ୍ବଲପୁର ନିର୍ବାଚନ ମଣ୍ଡଳୀର କୋର୍ଡିନେଟର ଭାବରେ ମନୋନୀତ କରାଯାଉଛି। ଶ୍ରୀ ଜଗତ ତୃଣମୂଳ ସ୍ତରରେ ବିଜୁ ଜନତା ଦଳକୁ ମଜବୁତ କରିବାରେ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ତାଙ୍କର ଏଭଳି ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ଦଳ ଏହି ଦାୟିତ୍ଵ ପ୍ରଦାନ […] The post ବିଜୁ ଜନତା ଦଳର କୋର୍ଡିନେଟର ମନୋନୀତ appeared first on Odisha.News.

ବିଜୁ ଜନତା ଦଳର କୋର୍ଡିନେଟର ମନୋନୀତ

ଖଡ଼ିଆଳ : ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଜନତା ଦଳର କୋର୍ଡିନେଟର ମନୋନୀତ କରାଯାଉଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଭିଷେକ ଜଗତଙ୍କୁ ନୂତନ ରୂପେ ସମ୍ବଲପୁର ନିର୍ବାଚନ ମଣ୍ଡଳୀର କୋର୍ଡିନେଟର ଭାବରେ ମନୋନୀତ କରାଯାଉଛି। ଶ୍ରୀ ଜଗତ ତୃଣମୂଳ ସ୍ତରରେ ବିଜୁ ଜନତା ଦଳକୁ ମଜବୁତ କରିବାରେ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ତାଙ୍କର ଏଭଳି ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ଦଳ ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି। ଶ୍ରୀ ଜଗତଙ୍କୁ ଏହି ଦାୟିତ୍ଵ ପ୍ରଦାନ ପରେ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ପ୍ରଦାନ କରାଯାଉଛି। ଶ୍ରୀ ଜଗତ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁକଲା ଗ୍ରାମର ବରିଷ୍ଠ ସାମାଜିକ କର୍ମୀ ଫକିର ମୋହନ ଜଗତଙ୍କ ପୁତ୍ର ଅଟନ୍ତି।

The post ବିଜୁ ଜନତା ଦଳର କୋର୍ଡିନେଟର ମନୋନୀତ appeared first on Odisha.News.