ବିଜୁ ବାବୁଙ୍କ ୨୭ତମ ତିରୋଧାମ ଦିବସରେ ୨ଟି ଗରୀବ ଝିଅଙ୍କୁ ବିବାହ ସାମଗ୍ରୀ ଯୋଗାଇଲେ ସମାଜସେବୀ
ସମ୍ବଲପୁର:ସମ୍ବଲପୁର ମହାନଗର ଅନ୍ତର୍ଗତ ମାୟାବଗିଚା ଅଞ୍ଚଳର ୨ଟି ଗରୀବ ଝିଅଙ୍କ କନ୍ୟାଦାନ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଇ ସହଯୋଗର ହାତ ବଢାଇଲେ ସମାଜସେବୀ ହରଦୀପ ସିଂହ ଭୂର୍ଜୀ (ବବି ଭାଇ) ! ତାଙ୍କୁ ଆଜି ଘରୋଇ ଆବଶକୀୟ ସାମଗ୍ରୀ ମିକ୍ସଚର ଗ୍ରାଇଣ୍ଡର, ହକିଂସ ପ୍ରେସର କୁକର, ହଟ କେସ ସେଟ, ଆୟେରନ, ଷ୍ଟିଲ ବର୍ତନ୍ ସେଟ, ଟି ସେଟ, ଡିନର ସେଟ,ଡ୍ରେସ ମ୍ୟାଟେରିଆଲ,ଇନଷ୍ଟଅନଟ ,ଗିଜର,ଲେଡିସ ଘଡି, କମ୍ବଳ ଇତ୍ୟାଦି ବହୁ ସାମଗ୍ରୀ ଦିଆଗଲା ।ଏହି କାର୍ଯ୍ୟକ୍ରମରେ ସହଯୋଗ […] The post ବିଜୁ ବାବୁଙ୍କ ୨୭ତମ ତିରୋଧାମ ଦିବସରେ ୨ଟି ଗରୀବ ଝିଅଙ୍କୁ ବିବାହ ସାମଗ୍ରୀ ଯୋଗାଇଲେ ସମାଜସେବୀ appeared first on Odisha.News.

ସମ୍ବଲପୁର:ସମ୍ବଲପୁର ମହାନଗର ଅନ୍ତର୍ଗତ ମାୟାବଗିଚା ଅଞ୍ଚଳର ୨ଟି ଗରୀବ ଝିଅଙ୍କ କନ୍ୟାଦାନ ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଇ ସହଯୋଗର ହାତ ବଢାଇଲେ ସମାଜସେବୀ ହରଦୀପ ସିଂହ ଭୂର୍ଜୀ (ବବି ଭାଇ) ! ତାଙ୍କୁ ଆଜି ଘରୋଇ ଆବଶକୀୟ ସାମଗ୍ରୀ ମିକ୍ସଚର ଗ୍ରାଇଣ୍ଡର, ହକିଂସ ପ୍ରେସର କୁକର, ହଟ କେସ ସେଟ, ଆୟେରନ, ଷ୍ଟିଲ ବର୍ତନ୍ ସେଟ, ଟି ସେଟ, ଡିନର ସେଟ,ଡ୍ରେସ ମ୍ୟାଟେରିଆଲ,ଇନଷ୍ଟଅନଟ ,ଗିଜର,ଲେଡିସ ଘଡି, କମ୍ବଳ ଇତ୍ୟାଦି ବହୁ ସାମଗ୍ରୀ ଦିଆଗଲା ।ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଆଇନଜିବୀ ବସନ୍ତ ମିଶ୍ର, ସବିନୟ ପୂଜାରୀ,ବରିଷ୍ଠ ବିଜେଡି ନେତା ସତ୍ୟେନ୍ଦ୍ର ଦାସ,ହରିହର ପାଣି, ପ୍ରଶାନ୍ତ ନାୟକ,ଦୁଲାଲ ଚନ୍ଦ୍ର ରାୟ, ହରେକୃଷ୍ଣ ସରାଫ, ଅଶୋକ ମିଶ୍ର,ଲିଲିମା ମଲ୍ଲିକ, ମୁନି ବେଗମ , ସୁରେଖା ସାହୁ,ସସ୍ମିତା ଦୀପ, ମାମି ଆଇନ,ଡଲୀ ସାହୁ ଉପସ୍ଥିତ ରହି ଝିଅଙ୍କୁ ଆଶୀର୍ବାଦ ଦେଇ ଶୁଭକାମନା ଜଣାଇଥିଲେ ।
The post ବିଜୁ ବାବୁଙ୍କ ୨୭ତମ ତିରୋଧାମ ଦିବସରେ ୨ଟି ଗରୀବ ଝିଅଙ୍କୁ ବିବାହ ସାମଗ୍ରୀ ଯୋଗାଇଲେ ସମାଜସେବୀ appeared first on Odisha.News.