ବିଜେଡି ଫେରିବା ବୟାନକୁ ନେଇ ମୁହଁ ଖୋଲିଲେ ବଦ୍ରି ପାତ୍ର, କହିଲେ ନବୀନ ପୁଣି ଫେରିବେ…

ଭୁବନେଶ୍ୱର,୨୧।୧୧: ପୁଣି ବିଜେଡି ଫେରିବା ବୟାନବାଜିକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଜେଡିର ବହୁ ବରଷ୍ଠେ ନେତା, ନବୀନ ପଟ୍ଟନାୟକ ପୁଣି କ୍ଷମତାକୁ ଫେରିବେ ବୋଲି କହୁଛନ୍ତି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ବଦ୍ରି ପାତ୍ର। ସେ କହିଛନ୍ତି, ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା। ଯେଉଁ ବିଜେଡି ନେତା ଏପରି କଥା କହୁଛନ୍ତି ତାର ଯଥାର୍ଥତା ନାହିଁ। ବିଜେଡି କଂଗ୍ରେସ ସହ ମିଶି ସରକାର କରିବା ଅବାସ୍ତବ କଥା। […] The post ବିଜେଡି ଫେରିବା ବୟାନକୁ ନେଇ ମୁହଁ ଖୋଲିଲେ ବଦ୍ରି ପାତ୍ର, କହିଲେ ନବୀନ ପୁଣି ଫେରିବେ… appeared first on Dharitri Odia News.

ବିଜେଡି ଫେରିବା ବୟାନକୁ ନେଇ ମୁହଁ ଖୋଲିଲେ ବଦ୍ରି ପାତ୍ର, କହିଲେ ନବୀନ ପୁଣି ଫେରିବେ…

ଭୁବନେଶ୍ୱର,୨୧।୧୧: ପୁଣି ବିଜେଡି ଫେରିବା ବୟାନବାଜିକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଜେଡିର ବହୁ ବରଷ୍ଠେ ନେତା, ନବୀନ ପଟ୍ଟନାୟକ ପୁଣି କ୍ଷମତାକୁ ଫେରିବେ ବୋଲି କହୁଛନ୍ତି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ବଦ୍ରି ପାତ୍ର।

ସେ କହିଛନ୍ତି, ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା। ଯେଉଁ ବିଜେଡି ନେତା ଏପରି କଥା କହୁଛନ୍ତି ତାର ଯଥାର୍ଥତା ନାହିଁ। ବିଜେଡି କଂଗ୍ରେସ ସହ ମିଶି ସରକାର କରିବା ଅବାସ୍ତବ କଥା। ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ଜାଣିନି। ଭାଜପା ସାଙ୍ଗରେ ସମଦୂରତାରେ ଆମେ କଂଗ୍ରେସ ସହ କେବେ ନଥିଲୁ। ଯେଉଁମାନେ କହୁଛନ୍ତି ମତି ବିଭ୍ରାଟ ହୋଇଛି। ଏପରି କହି ସେମାନେ ଅଧିକ ନିନ୍ଦିତ ହେଉଛନ୍ତ।

The post ବିଜେଡି ଫେରିବା ବୟାନକୁ ନେଇ ମୁହଁ ଖୋଲିଲେ ବଦ୍ରି ପାତ୍ର, କହିଲେ ନବୀନ ପୁଣି ଫେରିବେ… appeared first on Dharitri Odia News.