ବିଜେଡି ବିଧାୟକଙ୍କ ଦାଦାଗିରି, ପ୍ରତିବାଦ କରିବାରୁ ବିଜେପି କର୍ମୀଙ୍କୁ ଆକ୍ରମଣ

ସୀମା ଟପିଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା। ନିର୍ବାଚନ ଆଚରଣ ବିଧିର ଉଲଂଘନ କରୁଥିବାବେଳେ ପ୍ରତିବାଦ କରିବାରୁ BJP କର୍ମୀଙ୍କ ଉପରେ ଆକ୍ରମଣ କଲେ।

ବିଜେଡି ବିଧାୟକଙ୍କ ଦାଦାଗିରି, ପ୍ରତିବାଦ କରିବାରୁ ବିଜେପି କର୍ମୀଙ୍କୁ ଆକ୍ରମଣ

ସୀମା ଟପିଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା। ନିର୍ବାଚନ ଆଚରଣ ବିଧିର ଉଲଂଘନ କରୁଥିବାବେଳେ ପ୍ରତିବାଦ କରିବାରୁ BJP କର୍ମୀଙ୍କ ଉପରେ ଆକ୍ରମଣ କଲେ। ଗତକାଲି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ମତଦାନ ସୁରୁଖୁରୁରେ ଚାଲିଥିବା ସମୟରେ ଆଇନକୁ ହାତକୁ ନେଇ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ ଛେଣ୍ଡିପଦା ବିଜେଡି ବିଧାୟକ ସୁଶାନ୍ତ ବେହେରା। ସେହିଭଳି ଗତକାଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ପୂରା ରିପୋର୍ଟ।