ବିଜେଡି ଭିତରେ ହୋଇଥିଲା ହରାହରି ଷଡ଼ଯନ୍ତ୍ର !
ଦଳ ଭିତରେ ହରା ହରି ପ୍ରତିଯୋଗିତାର ଫଳ ଭୋଗିଲା ବିଜେଡି।
ଦଳ ଭିତରେ ହରା ହରି ପ୍ରତିଯୋଗିତାର ଫଳ ଭୋଗିଲା ବିଜେଡି। ନିଜ ଦଳ ଭିତରେ ପ୍ରତିଦ୍ବନ୍ଦି ଥିବା ନେତାଙ୍କୁ ହରାଇବା ପାଇଁ ଲାଗିପଡିଥିଲେ ବିଜେଡି ନେତା। ଦଳର ପରାଜୟ ପରେ ଏବେ କଥା ଟିକେ ପଦାକୁ ଆସୁଛି। ଦେଖନ୍ତୁ ପୂରା ରିପୋର୍ଟ।