‘ବିଜେଡି ମାନିଲା, ଦଳରେ ଖରାପ ନେତା ଥିଲେ’

ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ କଣ କହିଛନ୍ତି ଶୁଣନ୍ତୁ।

‘ବିଜେଡି ମାନିଲା, ଦଳରେ ଖରାପ ନେତା ଥିଲେ’

‘ବିଜେଡି ମାନିଲା, ବିଜେଡି ଦଳରେ ଖରାପ ନେତା ଥିଲେ’ କିଛି ଏଭଳି କହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।