ବିଜେଡିକୁ ବଡ଼ ଝଟ୍କା: ବ୍ଲକ ଉପାଧ୍ୟାକ୍ଷ ପଦ ସାଙ୍ଗକୁ ଦଳରୁ ଇସ୍ତଫା ଦେଲେ ଅଶୋକ ଓଝା
ନିଶ୍ଚିନ୍ତକୋଇଲି,୭।୨(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟାକ୍ଷା ଅଶୋକ ଓଝା ତାଙ୍କ ପଦବୀରୁ ଇସ୍ତପା ଦେଇଛନ୍ତି। ଏହା ସହ ସେ ମଧ୍ୟ ବିଜୁଜନତା ଦଳ ବ୍ଲକ ଉପସଭାପତି ପଦରୁ ଇସ୍ତପା ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଅଶୋକ ତାଙ୍କ ଇସ୍ତଫା ପତ୍ର ବଡିିଓଙ୍କୁ ପ୍ରଦାନ କରିଥିବା ବେଳେ ବିଜେଡିରୁ ଇସ୍ତପା ଦେଇଥିବା ପ୍ରକାଶ କରିଛନ୍ତି। ସେ ତାଙ୍କ ଇସ୍ତଫା ଜିଲା ବିଜେଡି ସଭାପତିଙ୍କୁ ପଠାଇଦେଇଛନ୍ତି। ସେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗିନୀପୁର ପାଞ୍ଚଯାତ ସମିତିସଭ୍ୟ ଅଛନ୍ତି। ତେବେ ଗତ […] The post ବିଜେଡିକୁ ବଡ଼ ଝଟ୍କା: ବ୍ଲକ ଉପାଧ୍ୟାକ୍ଷ ପଦ ସାଙ୍ଗକୁ ଦଳରୁ ଇସ୍ତଫା ଦେଲେ ଅଶୋକ ଓଝା appeared first on Dharitri Odia News.
ନିଶ୍ଚିନ୍ତକୋଇଲି,୭।୨(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟାକ୍ଷା ଅଶୋକ ଓଝା ତାଙ୍କ ପଦବୀରୁ ଇସ୍ତପା ଦେଇଛନ୍ତି। ଏହା ସହ ସେ ମଧ୍ୟ ବିଜୁଜନତା ଦଳ ବ୍ଲକ ଉପସଭାପତି ପଦରୁ ଇସ୍ତପା ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଅଶୋକ ତାଙ୍କ ଇସ୍ତଫା ପତ୍ର ବଡିିଓଙ୍କୁ ପ୍ରଦାନ କରିଥିବା ବେଳେ ବିଜେଡିରୁ ଇସ୍ତପା ଦେଇଥିବା ପ୍ରକାଶ କରିଛନ୍ତି। ସେ ତାଙ୍କ ଇସ୍ତଫା ଜିଲା ବିଜେଡି ସଭାପତିଙ୍କୁ ପଠାଇଦେଇଛନ୍ତି।
ସେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗିନୀପୁର ପାଞ୍ଚଯାତ ସମିତିସଭ୍ୟ ଅଛନ୍ତି।
ତେବେ ଗତ ବର୍ଷ ନିର୍ବାଚନରେ ତାଙ୍କ ଧର୍ମପତ୍ନୀ ସବିତା ଓଝା ବ୍ଲକ ଅଧ୍ୟକ୍ଷ ଥିଲେ। ତେବେ ସେ ଅସୁସ୍ଥତା ଓ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଅଶୋକ କହୁଥିବାବେଳେ ଇସ୍ତପା ପଛର କାରଣ ଅନ୍ୟକିଛି ଅଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି।
The post ବିଜେଡିକୁ ବଡ଼ ଝଟ୍କା: ବ୍ଲକ ଉପାଧ୍ୟାକ୍ଷ ପଦ ସାଙ୍ଗକୁ ଦଳରୁ ଇସ୍ତଫା ଦେଲେ ଅଶୋକ ଓଝା appeared first on Dharitri Odia News.