ବିଜେଡିକୁ ଶକ୍ତ ଝଟ୍କା: ଦଳ ଛାଡିଲେ ଜିଲାପରିଷଦ ସଭାପତି
ଭୁବନେଶ୍ୱର,୨୨।୪: ନିର୍ବାଚନ ଯେତେ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଦଳବଦଳ ଜାରି ରହିଛି। ଏହି କ୍ରମରେ ବିଜେଡିକୁ ସୋମବାର ବଡ଼ ଝଟ୍କା ଲାଗିଛି। କେନ୍ଦ୍ରାପଡ଼ା ଜିଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। କେନ୍ଦ୍ରାପଡ଼ାବାସୀଙ୍କ ସ୍ବାର୍ଥଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। The post ବିଜେଡିକୁ ଶକ୍ତ ଝଟ୍କା: ଦଳ ଛାଡିଲେ ଜିଲାପରିଷଦ ସଭାପତି appeared first on Dharitri Odia News.
ଭୁବନେଶ୍ୱର,୨୨।୪: ନିର୍ବାଚନ ଯେତେ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଦଳବଦଳ ଜାରି ରହିଛି। ଏହି କ୍ରମରେ ବିଜେଡିକୁ ସୋମବାର ବଡ଼ ଝଟ୍କା ଲାଗିଛି। କେନ୍ଦ୍ରାପଡ଼ା ଜିଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। କେନ୍ଦ୍ରାପଡ଼ାବାସୀଙ୍କ ସ୍ବାର୍ଥଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି।
The post ବିଜେଡିକୁ ଶକ୍ତ ଝଟ୍କା: ଦଳ ଛାଡିଲେ ଜିଲାପରିଷଦ ସଭାପତି appeared first on Dharitri Odia News.