ବିଜେଡିର ଭବିଷ୍ୟତ କ'ଣ ?
ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିକୁ ଆଉ ଏକ ଶକ୍ତ ଝଟକା ଲାଗିଛି। ରାଜ୍ୟସଭା ସାଂସଦ ଭାବରେ ଇସ୍ତଫା ଦେଇ ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ମମତା ମହାନ୍ତ। ହଠାତ ଏଭଳି ଇସ୍ତଫା ଓ ମିଶ୍ରଣକୁ ନେଇ ରାଜ୍ୟ ରାଜନୀତି ପୁଣି ହୋଇଛି ସରଗରମ।
ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିକୁ ଆଉ ଏକ ଶକ୍ତ ଝଟକା ଲାଗିଛି। ରାଜ୍ୟସଭା ସାଂସଦ ଭାବରେ ଇସ୍ତଫା ଦେଇ ବିଜେପିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ମମତା ମହାନ୍ତ। ହଠାତ ଏଭଳି ଇସ୍ତଫା ଓ ମିଶ୍ରଣକୁ ନେଇ ରାଜ୍ୟ ରାଜନୀତି ପୁଣି ହୋଇଛି ସରଗରମ। ତେବେ ବିଜେଡିର ଏଭଳି ସ୍ଥିତି କାହିଁକି ଓ ଏହାପଛରେ ରହିଛି କି କାହାର ହାତ, ତାକୁ ନେଇ ସବୁଠି ଚର୍ଚ୍ଚା। ଏହାକୁ ନେଇ ଦେଖନ୍ତୁ ମନ୍ଥନରେ ଗରମାଗରମ ଆଲୋଚନା।