ବିଜେଡିରେ କିଏ ରାମ ଆଉ କିଏ ରାବଣ ?

କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି। ସେ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି।

ବିଜେଡିରେ କିଏ ରାମ ଆଉ କିଏ ରାବଣ ?

ଭର୍ତ୍ତୃହରି ମହତାବ ବିଜେଡି ଛାଡିବା ପରେ କଟକ ରାଜନୀତିରେ ସୃଷ୍ଟି ହୋଇଛି ଝଡ । କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରିଙ୍କ ହଠାତ ଏଭଳି ନିଷ୍ପତି ରାଜ୍ୟ ରାଜନୀତିରେ ମଧ୍ୟ ଗୁଞ୍ଜରଣ ସୃଷ୍ଟି କରିଛି। ସିଧାସଳଖ ସୁପ୍ରିମୋଙ୍କୁ ଆକ୍ଷେପ କରିବା ସହ ଦଳରେ କିଛି ଠିକଠାକ ଚାଲିନାହିଁ ବୋଲି କହିଛନ୍ତି। ଆଉ ଦଳ ଛାଡିବାର ରାତିକ ପରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରିଙ୍କୁ ପରୋକ୍ଷରେ ମିଛୁଆ କହିବାକୁ ପଛାଇ ନାହାଁନ୍ତି । ଦେଖନ୍ତୁ ପୂରା ରିପୋର୍ଟ।