'ବିଜେଡିରେ ପ୍ରଦୀପ ଘଳିଆ କରିଥିଲେ, ମୁଁ ଘାଇ କରିଦେଲି'

କାହିଁକି ଏମିତି କହିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଶୁଣନ୍ତୁ...

'ବିଜେଡିରେ ପ୍ରଦୀପ ଘଳିଆ କରିଥିଲେ, ମୁଁ ଘାଇ କରିଦେଲି'

ବିଜେଡିରେ ପ୍ରଦୀପ ପାଣିଗ୍ରାହୀ ଘଳିଆ କରିଥିଲେ ମୁଁ ଘାଇ କରି ଆସିଲି। ଏବେ ବନ୍ଧ ଭାଙ୍ଗିଯାଇଛି ସମସ୍ତେ ଭାସି ଆସୁଛନ୍ତି। ବିଜେଡିର ପ୍ରକୃତ କର୍ମୀମାନେ ଦଳ ଛାଡ଼ି ଚାଲି ଆସୁଛନ୍ତି। ହେଲେ ଆମଦାନୀ ନେତା ବିଜେଡିରେ ପଡ଼ିରହିଛନ୍ତି। କାହିଁକି ଏମିତି କହିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଶୁଣନ୍ତୁ...