ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା

ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ ଯାତ୍ରା କଳାକାର ଦୈତାରୀ ପଣ୍ଡା।

ବିଜେଡିରେ ମିଶିଲେ ଦୈତାରୀ ପଣ୍ଡା

ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ ଯାତ୍ରା କଳାକାର ଦୈତାରୀ ପଣ୍ଡା। ତେବେ ସେ କଣ କହିଛନ୍ତି ଶୁଣନ୍ତୁ।