ବିଜେଡିରେ ଯୋଗଦେଲେ ପ୍ରକାଶ଼ ବେହେରା

ବିଜେଡିରେ ଯୋଗଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ନିକଟରେ ବିଜେପି ଛାଡିଥିଲେ ପ୍ରକାଶ। ସାଲେପୁର ପାଇଁ କୌଣସି ଦଳ ଘୋଷଣା କରିନାହାନ୍ତି ପ୍ରାର୍ଥୀ।

ବିଜେଡିରେ ଯୋଗଦେଲେ ପ୍ରକାଶ଼ ବେହେରା

ବିଜେଡିରେ ଯୋଗଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ନିକଟରେ ବିଜେପି ଛାଡିଥିଲେ ପ୍ରକାଶ। ସାଲେପୁର ପାଇଁ କୌଣସି ଦଳ ଘୋଷଣା କରିନାହାନ୍ତି ପ୍ରାର୍ଥୀ ।