ବିଜେପି ଫୋକସରେ ଆଦିବାସୀ ଭୋଟ୍ ବ୍ୟାଙ୍କ

ସରକାରକୁ ଆସିବା ପରେ ସଂଗଠନକୁ ମଜଭୁତ କରିବା ପାଇଁ ବିଜେପି ପ୍ରୟାସ ଆରମ୍ଭ କରିଛି। ଖାସ୍‌ କରି ହାରିଥିବା ସିଟ୍‌ ଉପରେ ଫୋକସ୍‌ କରିଛି ବିଜେପି।

ବିଜେପି ଫୋକସରେ ଆଦିବାସୀ ଭୋଟ୍ ବ୍ୟାଙ୍କ

ସରକାରକୁ ଆସିବା ପରେ ସଂଗଠନକୁ ମଜଭୁତ କରିବା ପାଇଁ ବିଜେପି ପ୍ରୟାସ ଆରମ୍ଭ କରିଛି। ଖାସ୍‌ କରି ହାରିଥିବା ସିଟ୍‌ ଉପରେ ଫୋକସ୍‌ କରିଛି ବିଜେପି। ମିଶନ ମୋଡରେ କାମ କରିବ ବିଜେପି ଏସ୍‌ଟି ମୋର୍ଚ୍ଚା। ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ସବୁ ଆସନ ଜିତିବାକୁ ପ୍ରସ୍ତୁତ ହେଲା ଖସଡ଼ା। ବିଧାନସଭାରେ ୩୩ରୁ ୩୩ ଓ ଲୋକସଭାରେ ୫ ରୁ ୫ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଖନ୍ତୁ ପୂରା ରିପୋର୍ଟ।