ବିଜେପି ମୁହାଁ ପଞ୍ଚାୟତ ପ୍ରତିନିଧି :ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକର ଶତାଧିକ କର୍ମୀ

କନକବ୍ୟୁରୋ : ଆଜି ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ନାଏବ ସରପଞ୍ଚ ଜ୍ଝ ବିଜେପିରେ ମିଶିଲେ ଜୟପୁର ବ୍ଲକ ଅଧ୍ୟକ୍ଷ ତିଳୋତ୍ତମା ମୁଦୁଲି , ବିଜେଡି ଛାଡ଼ି ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି  ତାଙ୍କ ସହ ୧୪ ଜଣ ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି  ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି... ସେହିପରି ଯାଜପୁରର ପ୍ରଣବ ପ୍ରକାଶ ଦାସଙ୍କ ଅଂଚଳର ମଧ୍ୟ ଏକାଧିକ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚ ମାନେ ବିଜେପିରେ ସାମିଲ ହୋଇଛନ୍ତି ୧୪୮ ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚ ଏବଂ ବିଜେଡି ଓ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି ଜ୍ଝ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ  ବିଜେପିରେ ମିଶିଛନ୍ତି... କଟକ ବିଜେଡି ଉପସଭାପତି ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ମଧ୍ୟ ଅନେକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ଜ୍ଝ ଜୟପୁର ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ବିଜେଡି ଆଦିବାସୀ ବିରୋଧୀ ବ୍ଲକରେ କୌଣସି ବିକାଶ ମୂଳକ କାମରେ ବିଜେଡି ନେତୃତ୍ୱ ସହଯୋଗ କରୁ ନଥିଲେ  ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ବିଜେପିକୁ ଭରସା କରିଛନ୍ତି  ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ସବୁ ଦଳର ନେତା ଆଗ୍ରହ କରି ବିଜେପିକୁ ଆସୁଛନ୍ତି, ବିଜେପି ମଜାଭୂତ ହେଉଛି...ଏଥିସହ ସେ ଆହୁରି କହିଛନ୍ତି , ସଂଗଠନ

ବିଜେପି ମୁହାଁ ପଞ୍ଚାୟତ ପ୍ରତିନିଧି :ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକର ଶତାଧିକ କର୍ମୀ

କନକବ୍ୟୁରୋ : ଆଜି ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ନାଏବ ସରପଞ୍ଚ ଜ୍ଝ ବିଜେପିରେ ମିଶିଲେ ଜୟପୁର ବ୍ଲକ ଅଧ୍ୟକ୍ଷ ତିଳୋତ୍ତମା ମୁଦୁଲି , ବିଜେଡି ଛାଡ଼ି ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି  ତାଙ୍କ ସହ ୧୪ ଜଣ ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି  ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି...

ସେହିପରି ଯାଜପୁରର ପ୍ରଣବ ପ୍ରକାଶ ଦାସଙ୍କ ଅଂଚଳର ମଧ୍ୟ ଏକାଧିକ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚ ମାନେ ବିଜେପିରେ ସାମିଲ ହୋଇଛନ୍ତି ୧୪୮ ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚ ଏବଂ ବିଜେଡି ଓ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି ଜ୍ଝ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ  ବିଜେପିରେ ମିଶିଛନ୍ତି...

କଟକ ବିଜେଡି ଉପସଭାପତି ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ମଧ୍ୟ ଅନେକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ଜ୍ଝ ଜୟପୁର ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ବିଜେଡି ଆଦିବାସୀ ବିରୋଧୀ ବ୍ଲକରେ କୌଣସି ବିକାଶ ମୂଳକ କାମରେ ବିଜେଡି ନେତୃତ୍ୱ ସହଯୋଗ କରୁ ନଥିଲେ  ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ବିଜେପିକୁ ଭରସା କରିଛନ୍ତି  ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ସବୁ ଦଳର ନେତା ଆଗ୍ରହ କରି ବିଜେପିକୁ ଆସୁଛନ୍ତି, ବିଜେପି ମଜାଭୂତ ହେଉଛି...ଏଥିସହ ସେ ଆହୁରି କହିଛନ୍ତି , ସଂଗଠନ ସଜାଡ଼ିବା ଓ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ନେଇ ଜିଲ୍ଲା ଗସ୍ତ କରିବେ ତୁଙ୍ଗ ନେତା ସରକାରୀ ଯୋଜନାର ସଫଳ ରୂପାୟନ ନେଇ ମଧ୍ୟ କରିବେ