ବିଜୟ ପାଖାପାଖି ରାଜ୍ୟପାଳଙ୍କ ବୋହୂ ; ପୂର୍ବ ଜମସେଦପୁରରେ ବହୁ ଆଗରେ ପୂର୍ଣ୍ଣିମା ସାହୁ
କନକ ବ୍ୟୁରୋ: ପଡ଼ୋଶୀ ଝାଡ଼ଖଣ୍ଡର ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ବିଜୟୀ ହେବାକୁ ଯାଉଛନ୍ତି। ଝାଡ଼ଖଣ୍ଡର ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ବିଜୟୀ ହେବାକୁ ଯାଉଛନ୍ତି। ପଡ଼ୋଶୀ ରାଜ୍ୟର ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ରାଜ୍ୟପାଳଙ୍କ ବୋହୂ ପୂର୍ଣ୍ଣିମା ସାହୁ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାରଙ୍କ ଠାରୁ ୪୨,୫୮୬ ଖଣ୍ଡ ଭୋଟବ୍ୟବଧାନରେ ଆଗୁଆ ଅଛନ୍ତି। ପୂର୍ବତନ ଆଇପିଏସ୍ ଅଫିସର ଅଜୟ କୁମାର ଓଡ଼ିଶା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରଭାରୀ ଅଛନ୍ତି।
କନକ ବ୍ୟୁରୋ: ପଡ଼ୋଶୀ ଝାଡ଼ଖଣ୍ଡର ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ବିଜୟୀ ହେବାକୁ ଯାଉଛନ୍ତି। ଝାଡ଼ଖଣ୍ଡର ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ବିଜୟୀ ହେବାକୁ ଯାଉଛନ୍ତି।
ପଡ଼ୋଶୀ ରାଜ୍ୟର ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ରାଜ୍ୟପାଳଙ୍କ ବୋହୂ ପୂର୍ଣ୍ଣିମା ସାହୁ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାରଙ୍କ ଠାରୁ ୪୨,୫୮୬ ଖଣ୍ଡ ଭୋଟବ୍ୟବଧାନରେ ଆଗୁଆ ଅଛନ୍ତି। ପୂର୍ବତନ ଆଇପିଏସ୍ ଅଫିସର ଅଜୟ କୁମାର ଓଡ଼ିଶା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରଭାରୀ ଅଛନ୍ତି।