ବିଦର୍ଭ ହେଲା Ranji Trophy ଚାମ୍ପିଅନ୍‌, ବିଜୟର ହିରୋ ସାଜିଲେ କରୁଣ ନାୟର

ନାଗପୁର,୨।୩: ତୃତୀୟ ଥର ପାଇଁ ବିଦର୍ଭ ଟିମ୍‌ ରଣଜୀ ଟ୍ରଫି ୨୦୨୫ ଟାଇଟଲ ଜିତିଛି। କେରଳ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ ଲିଡ ଆଧାରରେ ସେମାନେ ଟ୍ରଫି ଜିତିଯାଇଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। ଏହି ସଫଳତାରେ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ କରୁଣ ନାୟାରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ସେ ଫାଇନାଲ ମ୍ୟାଚ୍‌ର ପ୍ରଥମ ଇନିଂସରେ ୮୬ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୩୫ ରନ କରିଥିଲେ। କେବଳ ଏହି ମ୍ୟାଚ୍‌ରେ […] The post ବିଦର୍ଭ ହେଲା Ranji Trophy ଚାମ୍ପିଅନ୍‌, ବିଜୟର ହିରୋ ସାଜିଲେ କରୁଣ ନାୟର appeared first on Dharitri Odia News.

ବିଦର୍ଭ ହେଲା Ranji Trophy ଚାମ୍ପିଅନ୍‌, ବିଜୟର ହିରୋ ସାଜିଲେ କରୁଣ ନାୟର

ନାଗପୁର,୨।୩: ତୃତୀୟ ଥର ପାଇଁ ବିଦର୍ଭ ଟିମ୍‌ ରଣଜୀ ଟ୍ରଫି ୨୦୨୫ ଟାଇଟଲ ଜିତିଛି। କେରଳ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ ଲିଡ ଆଧାରରେ ସେମାନେ ଟ୍ରଫି ଜିତିଯାଇଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। ଏହି ସଫଳତାରେ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ କରୁଣ ନାୟାରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ସେ ଫାଇନାଲ ମ୍ୟାଚ୍‌ର ପ୍ରଥମ ଇନିଂସରେ ୮୬ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୩୫ ରନ କରିଥିଲେ। କେବଳ ଏହି ମ୍ୟାଚ୍‌ରେ ନୁହେଁ, ସମଗ୍ର ସିଜନରେ ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି, ଯେଉଁଥିଲାଗି ବିଦର୍ଭ ଟିମ୍‌କୁ ଏହି ଟୁର୍ନାମେଣ୍ଟର ଇତିହାସରେ ତୃତୀୟ ଥର ପାଇଁ ଟ୍ରଫି ଉଠାଇବାର ସୁଯୋଗ ମିଳିଛି।

The post ବିଦର୍ଭ ହେଲା Ranji Trophy ଚାମ୍ପିଅନ୍‌, ବିଜୟର ହିରୋ ସାଜିଲେ କରୁଣ ନାୟର appeared first on Dharitri Odia News.