ବିଦେଶରେ ଦାମୀ କାର କମ୍ପାନୀରେ ଚାକିରୀ କରାଇଦେବାର ଲୋଭ ଦେଖାଇ ଅନଲାଇନରେ ଠକିନେଲେ ଲକ୍ଷ ଲକ୍ଷ ଟଙ୍କା
କଟକ ସାଇବର ଥାନାର ଦ୍ୱାରସ୍ଥ ହେଲେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜଣକ | ତାଙ୍କ ନିକଟରୁ ଏକ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଇଥିବା ହୋଇଛି ଅଭିଯୋଗ । ଏହି ଠକାମୀର ଶିକାର ହୋଇଛନ୍ତି କଟକ ଶ୍ରୀ ବିହାର କଲୋନୀ ଅଞ୍ଚଳର ବିଶ୍ଵଦୀପ ସେନ୍। Od
କଟକ ସାଇବର ଥାନାର ଦ୍ୱାରସ୍ଥ ହେଲେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜଣକ | ତାଙ୍କ ନିକଟରୁ ଏକ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଇଥିବା ହୋଇଛି ଅଭିଯୋଗ । ଏହି ଠକାମୀର ଶିକାର ହୋଇଛନ୍ତି କଟକ ଶ୍ରୀ ବିହାର କଲୋନୀ ଅଞ୍ଚଳର ବିଶ୍ଵଦୀପ ସେନ୍।
Od