ବିଦେଶରେ ବଢ଼ୁଛି ଓଡ଼ିଶା ଆମ୍ବର ଚାହିଦା: ଏଣିକି ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା
ଭୁବନେଶ୍ୱର,୨୪।୩: ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା। ଏନେଇ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଏକ ଏନ୍ଜିଓ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ ବର୍ଷ ପାଇଁ MOU ହୋଇଛି। ତେଣୁ ଏହି ଆଧାରରେ ଢେଙ୍କାନାଳ ଆମ୍ବ ରପ୍ତାନୀ ହେବ। ଏହା ପୂର୍ବରୁ ଢେଙ୍କାନାଳ ଆମ୍ବ ଦୁବାଇ ପଠାଯାଇଥିଲା। ଦୁବାଇ ମାର୍କେଟରେ ଢେଙ୍କାନାଳ ଆମ୍ବର ଚାହିଦା ବଢ଼ିଛି। କୋଲକାତା, ଦିଲ୍ଲୀ, ମୁମ୍ବାଇ ଭଳି ଦେଶର ବଡ଼ ସହରରେ ଏହି ଋତୁକାଳୀନ ଫଳର ଚାହିଦା ବଢ଼ିଛି।ଆମ୍ବ […] The post ବିଦେଶରେ ବଢ଼ୁଛି ଓଡ଼ିଶା ଆମ୍ବର ଚାହିଦା: ଏଣିକି ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା appeared first on Dharitri Odia News.
ଭୁବନେଶ୍ୱର,୨୪।୩: ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା। ଏନେଇ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଏକ ଏନ୍ଜିଓ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ ବର୍ଷ ପାଇଁ MOU ହୋଇଛି। ତେଣୁ ଏହି ଆଧାରରେ ଢେଙ୍କାନାଳ ଆମ୍ବ ରପ୍ତାନୀ ହେବ। ଏହା ପୂର୍ବରୁ ଢେଙ୍କାନାଳ ଆମ୍ବ ଦୁବାଇ ପଠାଯାଇଥିଲା। ଦୁବାଇ ମାର୍କେଟରେ ଢେଙ୍କାନାଳ ଆମ୍ବର ଚାହିଦା ବଢ଼ିଛି।
କୋଲକାତା, ଦିଲ୍ଲୀ, ମୁମ୍ବାଇ ଭଳି ଦେଶର ବଡ଼ ସହରରେ ଏହି ଋତୁକାଳୀନ ଫଳର ଚାହିଦା ବଢ଼ିଛି।ଆମ୍ବ ଯେପରି ଦୀର୍ଘଦିନ ଯାଏ ସୁରକ୍ଷିତ ରହିବ, ସେଥିଲାଗି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।
The post ବିଦେଶରେ ବଢ଼ୁଛି ଓଡ଼ିଶା ଆମ୍ବର ଚାହିଦା: ଏଣିକି ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା appeared first on Dharitri Odia News.