ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ
ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ। ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ସଦସ୍ୟ। ୩ ବିଧାୟକ ଧୃବ... The post ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ appeared first on .
ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ। ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ସଦସ୍ୟ। ୩ ବିଧାୟକ ଧୃବ ସାହୁ, ତାରାପ୍ରସାଦ ବାହିନୀପତି, ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଛି ନିନ୍ଦା ପ୍ରସ୍ତାବ। ଏହାକୁ ବିରୋଧ କରି ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କରିଛନ୍ତି ବିରୋଧୀ ସଦସ୍ୟ। ଧାରଣାରେ ବସିଲେ ବିଜେଡି ବିଧାୟକ ଧୃବ ସାହୁ। ବିଜେପି ସରକାର ଗଣତନ୍ତ୍ର ହତ୍ୟାକାରୀ ବୋଲି କହିଛନ୍ତି ବିରୋଧୀ। ନିନ୍ଦା ପ୍ରସ୍ତାବ ଆଣିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ।
The post ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ appeared first on .