ବିପୁଳ ପରିମାଣରେ ରେଳ ସାମଗ୍ରୀ ଜବତ, ଦୁଇ ଗିରଫ
କଟକ : ବିପୁଳ ପରିମାଣରେ ରେଳ ସାମଗ୍ରୀ ଜବତ । ଚୋରୀ କରି ନେଇ ପଳାଉଥିବା ବେଳେ ଧରିଲା କଟକ ଆର୍ ପି ଏଫ୍ ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ଚୌଦ୍ଵାର ଆଗ୍ରାହାଟ ଅଞ୍ଚଳର ଖିର ନଟିଆ ଗିରଫ। ପଶ୍ଚିମବଙ୍ଗ ପୂର୍ବ ମେଦିନପୂର୍ ଅଞ୍ଚଳର ଇକବାଲ ହୁସେନ ଖାନ୍ ଗିରଫ। ଚାରବାଟିଆ – ଶାଳ ଗାଁ ରେଳ ସେକ୍ସନ ରୁ ଚୋରୀ କରୁଥିଲେ ଅଭିଯୁକ୍ତ। ନଟିଆ ଏକ ଅଭ୍ୟାସଗତ ଚୋର ଏବଂ କବାଡିଆ ବ୍ୟବସାୟ […] The post ବିପୁଳ ପରିମାଣରେ ରେଳ ସାମଗ୍ରୀ ଜବତ, ଦୁଇ ଗିରଫ appeared first on KNews Odisha.

କଟକ : ବିପୁଳ ପରିମାଣରେ ରେଳ ସାମଗ୍ରୀ ଜବତ । ଚୋରୀ କରି ନେଇ ପଳାଉଥିବା ବେଳେ ଧରିଲା କଟକ ଆର୍ ପି ଏଫ୍ ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ଚୌଦ୍ଵାର ଆଗ୍ରାହାଟ ଅଞ୍ଚଳର ଖିର ନଟିଆ ଗିରଫ। ପଶ୍ଚିମବଙ୍ଗ ପୂର୍ବ ମେଦିନପୂର୍ ଅଞ୍ଚଳର ଇକବାଲ ହୁସେନ ଖାନ୍ ଗିରଫ। ଚାରବାଟିଆ – ଶାଳ ଗାଁ ରେଳ ସେକ୍ସନ ରୁ ଚୋରୀ କରୁଥିଲେ ଅଭିଯୁକ୍ତ। ନଟିଆ ଏକ ଅଭ୍ୟାସଗତ ଚୋର ଏବଂ କବାଡିଆ ବ୍ୟବସାୟ କରେ ଇକବାଲ୍। ଗତକାଲି ରାତି ତିନିଟା ବେଳେ ଏକ ବାଇକ୍ ଟ୍ରଲିରେ ଚୋରୀ ସାମଗ୍ରୀ ଲୋଡ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଧରିଲା ଆର୍ ପି ଏଫ୍ ପୋଲିସ।
The post ବିପୁଳ ପରିମାଣରେ ରେଳ ସାମଗ୍ରୀ ଜବତ, ଦୁଇ ଗିରଫ appeared first on KNews Odisha.