ବିବାଦୀୟ ପୁନମ୍: ଏମ୍ଏମ୍ଏସ୍ ଲିକ୍ ହେବା ପରେ ଆସିଥିଲେ ଚର୍ଚ୍ଚାକୁ, ଦେଖନ୍ତୁ ମଡେଲଙ୍କ କିଛି ଭାଇରାଲ ଭିଡିଓ…
ବମ୍ବେ: ନିଜର ରୋକଠୋକ ସ୍ବଭାବକୁ ନେଇ ପରିଚିତ ଥିଲେ ବୋଲ୍ଡ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ୩୨ ବର୍ଷ ବୟସରେ ସେ ଆଖି ବୁଜିଥିବା ନେଇ ଟିମ୍ ଏବଂ ମ୍ୟାନେଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ ଥିଲେ। ଶୁକ୍ରବାର ସକାଳେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ କୁହାଯାଇଥିଲା। ତେବେ ଏହି ଘଟଣାକୁ ଏବେ ବି ତାଙ୍କର ପ୍ରଶଂସକ ବିଶ୍ୱାସ କରିବାକୁ […] The post ବିବାଦୀୟ ପୁନମ୍: ଏମ୍ଏମ୍ଏସ୍ ଲିକ୍ ହେବା ପରେ ଆସିଥିଲେ ଚର୍ଚ୍ଚାକୁ, ଦେଖନ୍ତୁ ମଡେଲଙ୍କ କିଛି ଭାଇରାଲ ଭିଡିଓ… appeared first on Dharitri Odia News.
ବମ୍ବେ: ନିଜର ରୋକଠୋକ ସ୍ବଭାବକୁ ନେଇ ପରିଚିତ ଥିଲେ ବୋଲ୍ଡ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ୩୨ ବର୍ଷ ବୟସରେ ସେ ଆଖି ବୁଜିଥିବା ନେଇ ଟିମ୍ ଏବଂ ମ୍ୟାନେଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ ଥିଲେ। ଶୁକ୍ରବାର ସକାଳେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ କୁହାଯାଇଥିଲା। ତେବେ ଏହି ଘଟଣାକୁ ଏବେ ବି ତାଙ୍କର ପ୍ରଶଂସକ ବିଶ୍ୱାସ କରିବାକୁ ଇଚ୍ଛୁକ ନୁହନ୍ତି।
ଦେଖିବାକୁ ଗଲେ ବିବାଦ ସହ ପୁନମଙ୍କ ନାମ ଯୋଡ଼ାଯାଉଥିଲା। ଅନେକ ଲିକ୍ ଏମ୍ଏମ୍ଏସ୍ ଯୋଗୁ ସେ ଚର୍ଚ୍ଚାରେ ରହୁଥିଲେ। ନିକଟରେ ସେ ଶେୟାର କରିଥିବା କିଛି ଭିଡିଓରେ ତାଙ୍କୁ ବାଇକ୍ରେ ପତାକା ଲଗାଇବା, ବୃଦ୍ଧାଶ୍ରମ ଯିବା ଏବଂ ସିଗାରେଟ୍ ଟାଣୁଥିବା ଦେଖାଯାଇଥିଲା।
ଅନ୍ତିମ ଭିଡିଓ:
ଗଣେଶ ପୂଜାର ଭିିଡିଓ:
ବୃଦ୍ଧାଶ୍ରମ ବୁଲିଯିବାର ଭିଡିଓ:
The post ବିବାଦୀୟ ପୁନମ୍: ଏମ୍ଏମ୍ଏସ୍ ଲିକ୍ ହେବା ପରେ ଆସିଥିଲେ ଚର୍ଚ୍ଚାକୁ, ଦେଖନ୍ତୁ ମଡେଲଙ୍କ କିଛି ଭାଇରାଲ ଭିଡିଓ… appeared first on Dharitri Odia News.