ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ
ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ରେଙ୍ଗାଳପାଲି ଗାଁର ଜେନେକ୍ ଯୁବତୀ କୁ ବିଭାଗର ପ୍ରତିଶ୍ରୁତି ଦେଇ ବାରମ୍ବାର ୪ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଆଜି କୋଆଗୋଲା ଗାଁର ପ୍ରଦୀପ ମାଝୀ (୨୯) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନା କେସ ନ.୬୧/୨୪(୪୯୩/୩୭୬(୨)(ଏନ୍)୫୦୬ […] The post ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ appeared first on Odisha.News.

ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ରେଙ୍ଗାଳପାଲି ଗାଁର ଜେନେକ୍ ଯୁବତୀ କୁ ବିଭାଗର ପ୍ରତିଶ୍ରୁତି ଦେଇ ବାରମ୍ବାର ୪ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଆଜି କୋଆଗୋଲା ଗାଁର ପ୍ରଦୀପ ମାଝୀ (୨୯) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନା କେସ ନ.୬୧/୨୪(୪୯୩/୩୭୬(୨)(ଏନ୍)୫୦୬ ରେ ଏକ ମାମଲା ରୁଜୁ କରାଯାଇଛି।
The post ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ appeared first on Odisha.News.