ବିବାହରେ ମିଳୁଥିବା ଉପହାରର ତାଲିକା ପ୍ରସ୍ତୁତ କରନ୍ତୁ, ଯୌତୁକ ମାମଲାରେ ସାହାଯ୍ୟ କରିବ: କୋର୍ଟ

ନୂଆଦିଲ୍ଲୀ,୧୫।୪:ବିବାହରେ ମିଳୁଥିବା ଉପହାରର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଯାହା ପରବର୍ତ୍ତୀ ସମୟରେ ଯୌତୁକ ମାମଲାରେ ସାହାଯ୍ୟ କରିବ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି, ତାଲିକା ପ୍ରସ୍ତୁତ କରିବା ପରେ କନ୍ୟାପକ୍ଷଙ୍କ ସ୍ବାକ୍ଷର ରହିବା ନିହାତି ଆବଶ୍ୟକ। ଏହାଦ୍ୱାରା ବିବାହ ପରବର୍ତ୍ତୀ ଦେଖାଯାଉଥିବା ବିବାଦ କିମ୍ବା ଯୌତୁକ ସମ୍ପର୍କିତ ମାମଲାରେ ସାହାଯ୍ୟ କରିବ। ଏହା ବାଦ୍‌ କୋର୍ଟ କହିଛନ୍ତି, ବିବାହ ସମୟରେ ମିଳୁଥିବା ଉପହାରକୁ ଯୌତୁକ ଭାବରେ […] The post ବିବାହରେ ମିଳୁଥିବା ଉପହାରର ତାଲିକା ପ୍ରସ୍ତୁତ କରନ୍ତୁ, ଯୌତୁକ ମାମଲାରେ ସାହାଯ୍ୟ କରିବ: କୋର୍ଟ appeared first on Dharitri Odia News.

ବିବାହରେ ମିଳୁଥିବା ଉପହାରର ତାଲିକା ପ୍ରସ୍ତୁତ କରନ୍ତୁ, ଯୌତୁକ ମାମଲାରେ ସାହାଯ୍ୟ କରିବ: କୋର୍ଟ

ନୂଆଦିଲ୍ଲୀ,୧୫।୪:ବିବାହରେ ମିଳୁଥିବା ଉପହାରର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଯାହା ପରବର୍ତ୍ତୀ ସମୟରେ ଯୌତୁକ ମାମଲାରେ ସାହାଯ୍ୟ କରିବ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି, ତାଲିକା ପ୍ରସ୍ତୁତ କରିବା ପରେ କନ୍ୟାପକ୍ଷଙ୍କ ସ୍ବାକ୍ଷର ରହିବା ନିହାତି ଆବଶ୍ୟକ। ଏହାଦ୍ୱାରା ବିବାହ ପରବର୍ତ୍ତୀ ଦେଖାଯାଉଥିବା ବିବାଦ କିମ୍ବା ଯୌତୁକ ସମ୍ପର୍କିତ ମାମଲାରେ ସାହାଯ୍ୟ କରିବ। ଏହା ବାଦ୍‌ କୋର୍ଟ କହିଛନ୍ତି, ବିବାହ ସମୟରେ ମିଳୁଥିବା ଉପହାରକୁ ଯୌତୁକ ଭାବରେ ରଖାଯାଇ ପାରିବ ନାହିଁ।

ଜଷ୍ଟିସ ବିକ୍ରମ ଡି ଚୌହାନ କହିଛନ୍ତି,ଯୌତୁକ ପ୍ରତିଷେଧ ଅଧିନିୟମ ଅନୁଯାୟୀ, ଭାରତରେ ବିବାହ ସମୟରେ ଉପହାର ମିଳିବାର ପ୍ରଥା ରହି ଆସିଛି। ତେବେ ଏହାକୁ ଯୌତୁକ ତାଲିକାରେ ରଖାଯାଇପାରିବ ନାହିଁ। ତେଣୁ ଏହିସବୁ ଉପହାରର ତାଲିକା ପ୍ରସ୍ତୁତ କରିବା ଦ୍ୱାରା ଯୌତୁକ ମାମଲା ଦାୟର ହେଲେ ଏନେଇ ବିଚାର କରାଯାଇପାରିବ।

The post ବିବାହରେ ମିଳୁଥିବା ଉପହାରର ତାଲିକା ପ୍ରସ୍ତୁତ କରନ୍ତୁ, ଯୌତୁକ ମାମଲାରେ ସାହାଯ୍ୟ କରିବ: କୋର୍ଟ appeared first on Dharitri Odia News.