ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱର୍ଗତ ସୁରେନ୍ଦ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ।
ଅସ୍ତରଙ୍ଗ,,ଓଡ଼ିଶା ରାଜନୀତିର ଦୁର୍ବାସା ତଥା ପିତାମହ ଭୀଷ୍ମ , ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ର ନାଥ ନାୟକ ଙ୍କ ମୃତୁରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଶୋକ ସଭା ଅନୁଷ୍ଠିତ ହୋଇ ଯାଇ ଅଛି । ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ର କାର୍ଯ୍ୟ କାରୀ ସଭାପତି ଶ୍ରୀ ଅମିୟ କୁମାର ପଟ୍ଟନାୟକ, ସୋର୍ଗତ ସୁରେନ୍ଦ୍ର ଙ୍କ ମରଶରୀର ରେ ପୁଷ୍ପ ଗୁଚ୍ଛ ଦେଇ ଶୋକ ପ୍ରକାଶ କରିଥିବା ବେଳେ,ବ୍ଲକ […] The post ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱର୍ଗତ ସୁରେନ୍ଦ୍ର ଙ୍କୁ ଶ୍ରଦ୍ଧାଞ୍ଜଳି । appeared first on Odisha.News.
ଅସ୍ତରଙ୍ଗ,,ଓଡ଼ିଶା ରାଜନୀତିର ଦୁର୍ବାସା ତଥା ପିତାମହ ଭୀଷ୍ମ , ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ର ନାଥ ନାୟକ ଙ୍କ ମୃତୁରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଶୋକ ସଭା ଅନୁଷ୍ଠିତ ହୋଇ ଯାଇ ଅଛି । ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ର କାର୍ଯ୍ୟ କାରୀ ସଭାପତି ଶ୍ରୀ ଅମିୟ କୁମାର ପଟ୍ଟନାୟକ, ସୋର୍ଗତ ସୁରେନ୍ଦ୍ର ଙ୍କ ମରଶରୀର ରେ ପୁଷ୍ପ ଗୁଚ୍ଛ ଦେଇ ଶୋକ ପ୍ରକାଶ କରିଥିବା ବେଳେ,ବ୍ଲକ ଠାରେ ପୂର୍ବତନ ସରପଂଚ ଦିବାକର ଛାଟୋଇ, ବି ଡି, ଓ,ସସ୍ମିତା ବେହେରା ତହସିଲଦାର ଅସ୍ତରଙ୍ଗ ,ଅସ୍ତରଙ୍ଗ ସରପଞ୍ଚ ରାମ ଚନ୍ଦ୍ର କାଣ୍ଡୀ,ବ୍ଲକ ଉପାଧ୍ୟକ୍ଷ ଦୃଜୟ ମିଶ୍ର,ଙ୍କ ସମେତ ବ୍ଲକ ର ସମସ୍ତ କର୍ମ ଚାରି,ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ , ଶରତ ପରିଡ଼ା,ପ୍ରଶାନ୍ତ ବାରିକ , ବୃନ୍ଦାବନ ବିଶ୍ବାଳ,ଙ୍କ ସହ, ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ସମସ୍ତ ସଭ୍ୟ ଓ ସଭାପତି ବିଶ୍ୱଭୂଷଣ ବିଶ୍ଵଶ୍ରି,ସୁରେନ୍ଦ୍ର ନାଥ ବିଦ୍ୟାପୀଠ,କର୍ମଚାରୀ, କଣମଣ ଗ୍ରାମ ଠାରେ ଗ୍ରାମବାସି ଙ୍କ ସମେତ,ପ୍ରମୋଦ ନାୟକ,ପ୍ରଫୁଲ୍ଲ ନାୟକ,ଦୁଃଶାସନ ନାୟକ,ପ୍ରତାପ ନାୟକ,ଉଲ୍ଲାସ ନାୟକ,ପ୍ରମୁଖ ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକ ପ୍ରକାଶ କରିଛନ୍ତି
The post ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱର୍ଗତ ସୁରେନ୍ଦ୍ର ଙ୍କୁ ଶ୍ରଦ୍ଧାଞ୍ଜଳି । appeared first on Odisha.News.