ବିଲଡରଙ୍କୁ ଭୁବନେଶ୍ୱର ଜାମୁକୋଳି ଜଙ୍ଗଲରେ ନିର୍ମମ ହତ୍ୟା ! Builder chinmaya mohanty found dead, Bbsr.

ବିଲଡରଙ୍କୁ ଭୁବନେଶ୍ୱର ଜାମୁକୋଳି ଜଙ୍ଗଲରେ ନିର୍ମମ ହତ୍ୟା ! ବିଲଡରକୁ ହତ୍ୟା କଲେ ଦୁର୍ବୃତ୍ତ । ଜାଗାବାଡି ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା । ମୃତକ ହେଲେ ଚିନ୍ମୟ ମହାନ୍ତି । ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ ।