ବିଳିବିଳେଇଲାଣି ପାକିସ୍ତାନ

ବିଳିବିଳେଇଲାଣି ପାକିସ୍ତାନ । ହେଲାଣି ବିଚଳିତ।  ଭାରତର ମିଲିଟାରୀ ଆକ୍ସନ ପୂର୍ବରୁ ଦେଖାଇଲାଣି ବାଚାଳାମୀ। ଆତଙ୍କବାଦୀର ଜନକ କୁହାଯାଉଥିବା ପାକିସ୍ତାନ କହୁଛି ଆମେ ବି ଆତଙ୍କବାଦ ଦ୍ବାରା ପୀଡ଼ିତ। 

ବିଳିବିଳେଇଲାଣି ପାକିସ୍ତାନ
Array